籌款 9月15日 2024 – 10月1日 2024 關於籌款

Shhh! No Gossip!/ବନ୍ଦ କର ଗପ (Odia)

Shhh! No Gossip!/ବନ୍ଦ କର ଗପ (Odia)

Ashish Raichur
你有多喜歡這本書?
文件的質量如何?
下載本書進行質量評估
下載文件的質量如何?
ଲୋକମାନେ ସାଧାରଣତଃ ବୃଥା ଗପସପ, ଚୁଗୁଲି, ନିନ୍ଦା ଓ ଗୋପନରେ ଆଘାତ କରିବାରେ ଲିପ୍ତ ରହିଥାନ୍ତି । ସେମାନେ ବୁଝି ନ ଥାନ୍ତି ଯେ ବ୍ୟକ୍ତିବିଶେଷ, ସମ୍ପ୍ରଦାୟ, କାର୍ଯ୍ୟ ପରିବେଶ ଓ ଅନ୍ୟାନ୍ୟ ସାମାଜିକ ସଂଗଠନ ସବୁ ନିମନ୍ତେ ଏହାର କେତେ ନକାରାତ୍ମକ ପ୍ରଭାବ ରହିଛି । ଏହାଦ୍ଵାରା ଲୋକମାନେ ଆଘାତ ପାଇଥାନ୍ତି, ସମ୍ପ୍ରଦାୟଗୁଡ଼ିକ ବିଭାଜିତ ହୋଇଯାନ୍ତି, କାର୍ଯ୍ୟ ପରିବେଶ ବିରୋଧୀ ଓ ଅନୁତ୍ପାଦକ ହୋଇଯାଏ, କେବଳ ଏକ କ୍ଷୁଦ୍ର ବିଷୟ ପାଇଁ ଯାହାକୁ ବୃଥା ଗପ କୁହାଯାଏ । ଏହା ଅନାବନା ଉଭିଦ ସଦୃଶ ଯାହାକୁ ଉପୁଡ଼ା ନ ଗଲେ ଏହା ଏକ ସୁନ୍ଦର ଉଦ୍ୟାନକୁ ମଧ୍ୟ ନଷ୍ଟ କରିଦେଇପାରେ । ଏହି ପୁସ୍ତକରେ ବୃଥା ଗପ ସମ୍ପର୍କିତ ଧର୍ମଶାସ୍ତ୍ରର ଶିକ୍ଷା ଦ୍ଵାରା ଏବିଷୟରେ ସତର୍କ କରି ଦିଆଯାଇଛି । ଏହି ଜୀବନଶୈଳୀରୁ କିପରି ଆମେ ରକ୍ଷା ପାଇବା ଏଥିରେ କୁହାଯାଏ । ବୃଥା ଗପସପକୁ କିପରି ମୁକାବିଲା କରିବା ସେଥପାଇଁ କେତେକ ସହଜ ବ୍ୟାବହାରିକ ସୋପାନ ଏଠାରେ ଆଲୋକିତ ହୋଇଛି । ଆମର ଆଶା ଏଥିରେ ଥିବା ସମସ୍ତ ଶିକ୍ଷାର ସାହାଯ୍ୟରେ ବିଭିନ୍ନ ସଂଗଠନ ସେମାନଙ୍କ କର୍ମସ୍ଥଳରେ ସୁସ୍ଥ ପରିବେଶ ବିକଶିତ କରିବେ; ଶିକ୍ଷା ଅନୁଷ୍ଠାନଗୁଡ଼ିକ ଛାତ୍ରମାନଙ୍କ ମଧ୍ୟରେ ବନ୍ଧୁଭାବାପନ୍ନ ଓ ସାହାଯ୍ୟକାରୀ ସମ୍ପର୍କସମୂହ ସୃଷ୍ଟି କରିବେ; ଏବଂ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ପ୍ରେମ ଓ ସୌହାର୍ଦ୍ଧ୍ବପୂର୍ଣ୍ଣ ବାତାବରଣରେ ବାସ କରିବେ । ବୃଥା ଗପସପ ବନ୍ଦ ହେଉ !
年:
2020
出版商:
All Peoples Church And World Outreach
語言:
odia
文件:
PDF, 184 KB
IPFS:
CID , CID Blake2b
odia, 2020
線上閱讀
轉換進行中
轉換為 失敗

最常見的術語